ଏହା ତଥାକଥିତ ମସଲା ମୁଭି ନହେଲେ ବି ଏଥିରେ ଭରି ରହିଥିବା ଭାବ,ସ୍ନେହ, ମମତାର ଆବେଗମୟ ମସଲା ଗୁଡ଼ିକ ଆପଣଙ୍କୁ ଏକ ସମ୍ପୂର୍ଣ ନିଆରା ସ୍ଵାଦ ଆଣିଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନା ...more
ନିଛକ ଓଡିଆ ଚଳଚିତ୍ରଟିଏ। ଦେଖିଲେ ମନେପଡିଯାଏ ଆମ ସମୟର ସେହି ଓଡ଼ିଆ ଚଳଚିତ୍ର ସବୁ ଯାହା ଆମେ ଆମ ନନା ବୋଉଙ୍କ ସଙ୍ଗେ ହଲକୁ ଯାଇ ଦେଖୁଥିଲୁ। ସେହିପରି ଏଇ ଚଳଚ୍ଚିତ୍ରଟି ଆମେ ସବୁ ସ ...more
One of the best films after Daman and Pratikshya