superb movie unexpected movie love for odia movie subham great entry he was unbelievable 💕💕💕💕
Unexpected odia Film ❤️
ଏହି ଫିଲ୍ମଟି କେବଳ ଟାଇମ୍ ପାସ୍ ପାଇଁ ଠିକ୍ ଅଛି। ଅଭିନୟ ଦିଗରୁ ଦେଖିଲେ ହିରୋଇନଙ୍କ ପିତାଙ୍କ ଚରିତ୍ର ଏବଂ ହିରୋଙ୍କ ଅଭିନୟ ଭଲ ଲାଗିଲା, କିନ୍ତୁ ଅନ୍ୟ ସମସ୍ତଙ୍କ ଅଭିନୟ ଯୋର-ଜବର ...more