ସିନେମା ଟି ବହୁତ ଭଲ ଲାଗିଲା। ସବୁଠୁ ବେଶୀ ସୂର୍ୟାମୟୀ ଆଉ ସଇଲେନ୍ଦ୍ର ଙ୍କ ଅଭିନୟ ପୁରା outstanding । ବହୁତ୍ ସୁନ୍ଦର ତିଆରି କରିଛନ୍ତି ସିନେମା ଟି। ଏମିତି ସିନେମା ଆହୁରି ତିଆ ...more
Must watched movie Screenplay is really exceptional Odia industry has grown. Day by day Sailendra and Shivani. Are great to watch Apart from that H ...more
ଗୀତ ଗୁଡ଼ିକ ଅତି ସୁନ୍ଦର ହେଇଚି। "କୁଆଁ ତାରା" ଗୀତଟି ସବୁଠାରୁ ବେଶୀ ଭଲ ଲାଗିଲା, ଶୁଣିଲା ବେଳଠୁ ଏବେଯାଏଁ ଗୁଣୁଗୁଣୁ ହେଇ ଗାଉଚି। କାହାଣୀ ଉଚ୍ଚକୋଟୀର ହେଲେ ସମ୍ପାଦନାରେ ଟିକେ ...more
In an era dominated by high-octane action and urban dramas, Bara Badhu emerges as a poetic tribute to the Odia village life. It’s a film that doesn't ...more