ଅର୍ଧେନ୍ଦୁ ଭାଇ, ତମେ ବହୁତୁ ଭଲ ଲୋକ. personally ମୁଁ ତୁମକୁ like କରେ.. ଗୋଟେ କଥା କହିବି ଖରାପ ଭାବିବନି..,, ତମର ପଇସା ଅଛି ବୋଲି ଲୋକ ତୁମକୁ ମାରି ଚାଲି ଛନ୍ତି... କାହିଁକ ...more
one time watch, not a suitable choice of starcast. complete dull performance from the lead hero
bala movie
ଖାଲି ଚାଲିବା ଷ୍ଟାଇଲର 50 ଟା ସିନ ଅଛି।ହିରୋ କୁ ଟିକେ ଭଲ ବଡି ବନେଇବାର ଥିଲା।ଡାଇଲଗ ଭଲ ବି ନାହିଁ।ଖାଲି bgm ଧାଇଁ ଧାଇଁ ବାଜୁଛି ପ୍ରତି ସିନ ରେ
Bad Acting କେହି ଦେଖନ୍ତୁ ନାହିଁ। ସମସ୍ତେ Karma🎬 ଦେଖନ୍ତୁ।